ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର
ନୂଆଦିଲ୍ଲୀ: ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏହା ମାଧ୍ୟମରେ ରୋଜଗାର ନଷ୍ଟ ହୋଇଯାଇଛି ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ ହୋଇଯାଇଛି । ସେ ବିମୁଦ୍ରୀକରଣକୁ ଏକ ଅସ୍ତ୍ର ବୋଲି କହିଥିଲେ, ଯାହା ମାଧ୍ୟମରେ ମୋଦୀଙ୍କ ପରମ ମିତ୍ରଙ୍କ ବ୍ୟାଗ ଭରାଯାଇଥିଲା ଏବଂ ତାଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଯାଇଥିଲା । ବିମୁଦ୍ରୀକରଣର ସାତ ବର୍ଷ ପୁରିଛି । ନଭେମ୍ବର ୮, ୨୦୧୬ ରେ ସରକାର ବିମୁଦ୍ରୀକରଣ …
ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର Read More »