Israel news

ଇସ୍ରାଏଲୀ ସେନାର ସେହି ୟୁନିଟ୍ ଯେଉଁଥିରେ କାମ କରନ୍ତି ଶାଗୁଣା

ଇସ୍ରାଏଲ ଉପରେ ହାମାସ ଆକ୍ରମଣ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି । ଅକ୍ଟୋବର ୭ ତାରିଖରେ ହମାସ୍ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ହାମାସ ଆତଙ୍କବାଦୀମାନେ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ କିଛି ଲୋକ ଏବେବି ନିଖୋଜ ଅଛନ୍ତି । ଏହି ଲୋକମାନଙ୍କୁ ଖୋଜିବା ପାଇଁ, ଇସ୍ରାଏଲ ବର୍ତ୍ତମାନ ଇସ୍ରାଏଲ ଶବ ଭକ୍ଷକ ପକ୍ଷୀ ବ୍ୟବହାର …

ଇସ୍ରାଏଲୀ ସେନାର ସେହି ୟୁନିଟ୍ ଯେଉଁଥିରେ କାମ କରନ୍ତି ଶାଗୁଣା Read More »

ଇସ୍ରାଏଲ ବିରୋଧରେ ନୂଆ ଫ୍ରଣ୍ଟ୍ ଖୋଲିଲା ‘ହୁତି’ ବିଦ୍ରୋହୀ ସଂଗଠନ

ଇସ୍ରାଏଲ ଗାଜାରେ ଗ୍ରାଉଣ୍ଡ୍ ଆଟାକ ଆରମ୍ଭ କରି ସାରିଛି । ଇସ୍ରାଏଲୀ ଆର୍ମରଡ୍ ବୁଲଡୋଜର ଗାଜାରେ ହମାସ ଆତଙ୍କବାଦୀଙ୍କ ଟନେଲ ସବୁକୁ ଭାଙ୍ଗି ଚାଲିଛି । ଆକାଶରୁ ମାଡ ହେଉଛି ବୋମା । ତଳେ ଇସ୍ରାଏଲୀ ସେନା । ହମାସର ଛାମୁଆଁ କମାଣ୍ଡର ଏହି ଆକ୍ରମଣରେ ପ୍ରାଣ ହରାଇଥିବା କୁହାଯାଉଛି । କିନ୍ତୁ ଏହାରି ଭିତରେ ଇସ୍ରାଏଲର ମୁଣ୍ଡବିନ୍ଧିଲା ଭଳି ଖବର ଆସିଛି । ଖବର ଅନୁସାରେ ୟେମନର ହୁତି ବିଦ୍ରୋହୀ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି …

ଇସ୍ରାଏଲ ବିରୋଧରେ ନୂଆ ଫ୍ରଣ୍ଟ୍ ଖୋଲିଲା ‘ହୁତି’ ବିଦ୍ରୋହୀ ସଂଗଠନ Read More »

ଗାଜାରେ ପଣବନ୍ଦୀ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ବେଲୁନ୍ ଉଡ଼ାଇଲା ଇସ୍ରାଏଲୀ ଦୂତାବାସ

ନୂଆଦିଲ୍ଲୀ: ଗାଜାରେ ହମାସ୍ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ପ୍ରତ୍ୟେକ ଇସ୍ରାଏଲୀୟଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ବିଭିନ୍ନ ସହରଗୁଡ଼ିକରେ ବେଲୁନ୍ ଆକାଶକୁ ଛଡ଼ାଯାଇଛି । ‘ଆଶାର ବେଲୁନ୍‌: ପଣବନ୍ଦୀଙ୍କୁ ଘରକୁ ଲେଉଟାଇ ଆଣ’ ଶୀର୍ଷକ ଏହି ଅଭିଯାନରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସରୁ ବି ଆକାଶକୁ ୨୨୯ଟି ବେଲୁନ୍ ଛଡ଼ାଯାଇଛି ।ଇସ୍ରାଏଲ୍‌ର ଜାତୀୟ ପତାକାର ରଙ୍ଗ ଅନୁସାରେ, ପ୍ରାୟ ୨୨୯ଟି ଧଳା ଓ ନୀଳ ବେଲୁନ୍ ଆକାଶକୁ ଛଡ଼ାଯାଇଛି । ‘ସ୍ୱାଧୀନତା ପାଇଁ ଡାକରା’ର ସଙ୍କେତ ଏହାକୁ ଇସ୍ରାଏଲୀୟ …

ଗାଜାରେ ପଣବନ୍ଦୀ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ବେଲୁନ୍ ଉଡ଼ାଇଲା ଇସ୍ରାଏଲୀ ଦୂତାବାସ Read More »

ଇସ୍ରାଏଲ୍‌-ହମାସ୍ ଯୁଦ୍ଧ: ମୃତ୍ୟୁସଂଖ୍ୟା ବଢୁଥିବାରୁ ଆଇସ୍‌କ୍ରିମ୍ ଟ୍ରକ୍‌ରେ ମୃତଦେହ ରଖୁଛି ଗାଜା

ଗାଜା: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଗଲାଣି । ଇତିମଧ୍ୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଗଲାଣି । ଏଥିସହିତ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିବାରେ ମଧ୍ୟ ଲାଗିଛି । ନିକଟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା । ଯାହା ଖୁବ୍ ହୃଦୟବିଦାରକ …

ଇସ୍ରାଏଲ୍‌-ହମାସ୍ ଯୁଦ୍ଧ: ମୃତ୍ୟୁସଂଖ୍ୟା ବଢୁଥିବାରୁ ଆଇସ୍‌କ୍ରିମ୍ ଟ୍ରକ୍‌ରେ ମୃତଦେହ ରଖୁଛି ଗାଜା Read More »

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍ ଯୁଦ୍ଧକୁ ସପ୍ତାହେ ପୂରିଲାଣି । ସପ୍ତାହକରେ  ହଜାର  ହଜାର ଲୋକଙ୍କ ମୃତ୍ୟୁ ହୋଇଗଲାଣି । ଗତ ଗୁରୁବାର ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା । ଏବେ ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଶୁଣିଲେ ଆଖି ଓଦା ହୋଇଯିବ । ଶ୍ୱାସରୁଦ୍ଧ ହୋଇଯିବ । ଉଦ୍ଧାରକାରୀ ଟିମ୍ …

ଗାଜାରୁ ଆସିଥିଲା ଛାତିଥରା ଦୃଶ୍ୟ Read More »

ଅପରେସନ୍ ଅଜୟ: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ ପ୍ରଥମ ବିମାନ ଇସ୍ରାଏଲରୁ ଆସି ଦିଲ୍ଲୀରେ ପହଞ୍ଚିିଛି । ଆଜି ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆସିଥିବା …

ଅପରେସନ୍ ଅଜୟ: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ Read More »

RSS
Follow by Email
Scroll to Top
Close Bitnami banner
Bitnami