ISI

isi, terrorists, pakistan isi, isi agent, odia blog, pakistan army, rising odisha

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ

ହରିଆନାରୁ ଗିରଫ ହୋଇଛନ୍ତି ୪ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତକୁ ପଠାଇଥିଲା । ଉଦ୍ଧେଷ୍ୟ ଥିଲା ଭାରତରେ ଆତଙ୍କ ସୃଷ୍ଟି କରିବା । ଆଇଏସଆଇ ପାଇଁ ଏହା କିଛି ନୂଆ ନୁହେଁ । କାଶ୍ମୀର, ପଂଜାବରେ ଆତଙ୍କବାଦଠାରୁ ମୁମ୍ବାଇରେ ଅଣ୍ଡରୱାର୍ଲଡ୍ ମାଧ୍ୟମରେ ଆତଙ୍କବାଦୀ ବିସ୍ଫୋରଣ କରାଇବାର ପୁରୁଣା ରେକର୍ଡ୍ ଆଇଏସଆଇ ନାମରେ ରହିଛି । ବିଶ୍ୱର ହାତଗଣତି ଦକ୍ଷ କିନ୍ତୁ କୁଖ୍ୟାତ ଗୁଇନ୍ଦା ଏଜେନ୍ସିଙ୍କ ମଧ୍ୟରୁ ଗୋଟିଏ ହେଉଛି …

ଆଇଏସଆଇ କେମିତି ଚଳାଏ ଆତଙ୍କ କାରଖାନା ? ଜାଣନ୍ତୁ ଟେରର୍ କମ୍ପାନୀର ଭୟଙ୍କର ସତ Read More »

Rise of Taliban 2.0, taliban, afghanistan, taliban ressurgence, rising odisha

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ ସପ୍ତାହ ମଧ୍ୟରେ ୧୦ ଜିଲ୍ଲାର ମୁଖ୍ୟାଳୟ ଉପରେ କବଜା ଜମାଇ ସାରିଲାଣି । ସବୁଠୁ ବଡ କଥା ହେଉଛି ଏଥିପାଇଁ ତାଲିବାନକୁ ବିଶେଷ କିଛି କଷ୍ଟ କରିବାକୁ ପଡିନାହିଁ । …

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ? Read More »

RSS
Follow by Email
Scroll to Top
Close Bitnami banner
Bitnami