India vs pakistan

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ବୋର୍ଡ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରିବ । ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତେବେ ଏହାପୂର୍ବରୁ ଏସିଆ …

ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ Read More »

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ Read More »

ଚମତ୍କାର କଲେ ଭାରତୀୟ ବୋଲର

ମାତ୍ର ୧୨୦ ରନ କରିବା ପାଇଁ ସକ୍ଷମ ହୋଇଥିଲେ ଭାରତୀୟ ବ୍ୟାଟର। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେ ଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା …

ଚମତ୍କାର କଲେ ଭାରତୀୟ ବୋଲର Read More »

bindi war, india pakistan, social media war, twitter war between india and pakistan, sonam mahajan, bindis in islamabad, tikili yudha, tikili odisha, pakistan journalist, maharani gayatri devi, shilpa brand bindi, rising odisha

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି …

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ Read More »

RSS
Follow by Email
Scroll to Top
Close Bitnami banner
Bitnami