ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ
ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପିଏଲଏ ବା ପିପୁଲ’ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରି ଜୋରଦାର ଝଟକା ପାଇଛି । ଡିସେମ୍ବର ୯ ତାରିଖ ଦିନ ପିଏଲଏର ସୈନିକ ତୱାଙ୍ଗ ଘାଟି ମଧ୍ୟକୁ ଅନୁପ୍ରବେଶ କରି ଭାରତୀୟ ସୈନିକଙ୍କ ସହିତ ଝଗଡ଼ା କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ବାଜି ଓଲଟା ପଡ଼ିଥିଲା । ଗଲୱାନ ଘାଟି ଷଡ଼ଯନ୍ତ୍ର ବିଶୟରେ ଅନଭିଜ୍ଞ ଥିବା ଭାରତୀୟ ସେନା ୨୦୨୦ରେ ୨୦ ଜଣ ସୈନିକଙ୍କ ହରାଇଥିଲା । କିନ୍ତୁ ଏଥର ଭାରତୀୟ …
ଆଗରୁ ଖବର ଥିଲା,ନିର୍ଦ୍ଧୁମ ଛେଚା ଖାଇ ଦୌଡ଼ିଲେ ଚୀନ୍ ସୈନିକ Read More »