ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ବୋଲି ଦାବି କଲା ଆମେରିକା
ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ସଂଘର୍ଷର ଆଶଙ୍କା ରହିଛି । ଏହି ସଂଘର୍ଷ ପରବର୍ତ୍ତି କାଳରେ ଯୁଦ୍ଧର ରୂପ ନେଇପାରେ ବୋଲି ଆମେରିକା ଗୁଇନ୍ଦା ବିଭାଗ ଦାବି କରିଛି । ଆମେରିକୀୟ ଗୁଇନ୍ଦା କମ୍ୟୁନିଟିର ବାର୍ଷିକ ବିପଦ ଆକଳନ ରିପୋର୍ଟରେ ଏଭଳି କୁହାଯାଇଛି । ୟୁଏଏସ ଇଣ୍ଟେଲିଜେନସ ରିପୋର୍ଟ ଅନୁସାରେ ଭାରlତ ଓ ଚୀନ୍ ମଧ୍ୟରେ ସଂଘର୍ଷ ସ୍ଥିତି ଉତ୍ପନ ହେଲେ ଏହା ଆମେରିକୀୟ ସ୍ୱାର୍ଥକୁ ପ୍ରଭାବିତ କରିବ । …
ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧର ଆଶଙ୍କା ରହିଛି ବୋଲି ଦାବି କଲା ଆମେରିକା Read More »