ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି
ଭୁବନେଶ୍ୱର: ଆଉ ଥାନାରେ ବସି ରହିବେ ନାହିଁ ଥାନା ଅଧିକାରୀ । ଏଣିକି ରାତିରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲିବେ ଥାନା ଅଧିକାରୀମାନେ । ତାହା ପୁଣି ସପ୍ତାହରେ ଦୁଇ ଦିନ । କେବଳ ସେତିକି ନୁହେଁ, ଥାନା ଅଧିକାରୀ ଯେପରି ନ ଠକିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ସବୁ ଥାନା ଅଧିକାରୀ ପାଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ଲୋକେସନ୍ ଉପରିସ୍ଥ ଅଧିକାରୀଙ୍କୁ ପଠାଇବେ । ଏଭଳି ହେବା ଦ୍ୱାରା ଥାନା ଅଧିକାରୀ ସ୍ଥାନୀୟ …
ଏଣିକି ସପ୍ତାହକୁ ଦୁଇଦିନ ରାତି ପାଟ୍ରୋଲିଂ କରିବେ ଆଇଆଇସି Read More »