‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍‌ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଆପ୍‌ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’ । କେଜ୍ରିୱାଲ୍‌ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ …

‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’ Read More »