ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ୱାମୀ ମାଗିଲେ କିଡନୀ

ୱାଶିଂଟନ୍‌: କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲେ ତାହା ଛାଡ଼ପତ୍ର ଯାଏଁ କଥା ଉଠେ । ଶେଷରେ ଉଭୟ ସ୍ୱାମୀସ୍ତ୍ରୀ ସବୁଦିନ ପାଇଁ ଅଲଗା ହୋଇଯାଆନ୍ତି । ଛାଡପତ୍ର ପରେ ସ୍ୱାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି । ଆପଣ ଛାଡପତ୍ରରଏପରି ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ । ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି,ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଛାଡପତ୍ର ପରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି । ସ୍ତ୍ରୀଙ୍କୁ …

ଅଦ୍ଭୁତ ଛାଡପତ୍ର: କ୍ଷତିପୂରଣରେ ସ୍ୱାମୀ ମାଗିଲେ କିଡନୀ Read More »