ହାଇ ବ୍ଲଡ୍‌ପ୍ରେସର ରୋକିବେ କେମିତି, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର । ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଦେଖାଦେଉଛି । ଅଧିକାଂଶ ଯୁବପିଢ଼ି ଏବେ ଏହି ଘାତକ ବେମାରିର ଶିକାର ହେଉଛନ୍ତି । ହାଇ ବିପିକୁ ଏକ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ । ମାତ୍ର ଏବେ ବି କିଛି ଲୋକ …

ହାଇ ବ୍ଲଡ୍‌ପ୍ରେସର ରୋକିବେ କେମିତି, ଜାଣନ୍ତୁ ଏହାର କାରଣ ଓ ନିରାକରଣ Read More »