୩ ମାସ ପର୍ଯ୍ୟନ୍ତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ବନ୍ଦ
ନୂଆଦିଲ୍ଲୀ: ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି । ଏହି ଅବସରରେ ସେ ଡ୍ରୋନ୍ ଦିଦିଙ୍କ ସହ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି ଡ୍ରୋନ୍ ଉପରେ ଆଲୋଚନା ହେଉଛି । ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଆଗରେ ଅଛି । ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘କିଛି ଦିନ ପରେ ମାର୍ଚ୍ଚ ୮ରେ ଆମେ …