helpless

bibhuti sahu, talcher, social worker, anugul, dhenkanal, oxygen cylinder free, food distribution free, covid second wave, rising odisha

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି । ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ …

ବିିରଳ ବ୍ୟକ୍ତିତ୍ୱ ବିଭୂତି Read More »

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା

ତାଙ୍କ ହାତରେ ତୂଳୀ ପଡ଼ିଲେ ସେ ଆଙ୍କି ଚାଲନ୍ତି ସାମ୍ୟବାଦର ଚିତ୍ର । ତାଙ୍କ କାନ୍‌ଭାସ୍ ସବୁବେଳେ ସାମ୍ୟବାଦର କଥା କହେ । କେତେବେଳେ ଦଳିତ, ନିଷ୍ପେସିତଙ୍କ କଥାକୁ ରଙ୍ଗତୂଳୀରେ ତୋଳନ୍ତି ତ ଆଉ କେତେବେଳେ ମଣିଷର ମନକଥାକୁ କାନ୍‌ଭାସରେ ପ୍ରସ୍ଫୁଟିତ କରନ୍ତି । କିନ୍ତୁ ତାଙ୍କର ଏହି କାନ୍‌ଭାସ ଓ ରଙ୍ଗ ତୂଳୀର ଯାତ୍ରା ଆଜିକାଲିର ନୁହେଁ । ଦୀର୍ଘ ୩୦ ବର୍ଷ ହେଲା କାନ୍‌ଭାସ୍‌ରେ ସମାଜବାଦ ଚିନ୍ତାଧାରାର ଦୃଶ୍ୟପଟ୍ଟକୁ ଅତି ସୁନ୍ଦରଭାବେ ଆଙ୍କିଛନ୍ତି । …

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା Read More »

RSS
Follow by Email
Scroll to Top
Close Bitnami banner
Bitnami