ଏମିତି ଅଞ୍ଚଳ ଯେଉଁଠାରେ ଝିଅଙ୍କୁ ଚୁଟି କାଟିବା ନିଷେଧ
କଥାରେ ଅଛି ନଇକେ ବାଙ୍କ ….ଦେଶକେ ଫାଙ୍କ । ଅର୍ଥାତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଧାରାରେ ପରମ୍ପରା ଓ ଚଳଣୀ ଅନୁସୃତ ହୋଇଥାଏ । ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଏମିତି ଅନେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ଜୀବନଶୈଳୀ ଅଦ୍ଭୁତ । ସେହି କ୍ରମରେ ଆମେରିକାର ବିଭିନ୍ନ ସ୍ଥାନରେ ଏମିତି ଏକ ସମ୍ପ୍ରଦାୟର ଲୋକମାନେ ବସବାସ କରି ଆସୁଛନ୍ତି ଯେଉଁମାନଙ୍କ ପାରମ୍ପରିକ, ଜୀବନଶୈଳୀ ଏବଂ ରୀତିନୀତି ଅନ୍ୟମାନଙ୍କଠାରୁ ପୂରା ଭିନ୍ନ ଓ ଅଦ୍ଭୁତ । …