ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଯୁବକ

ବଢୁଥିବା ଜନସଂଖ୍ୟାକୁ ନେଇ ଦେଶରେ ଧୀରେ ଧୀରେ ଚିନ୍ତାଜନକ ସ୍ଥିତି ଉପୁଜିବାକୁ ଯାଉଥିବା ବେଳେ ତାହା ଭିତରେ ଆଉ ଏକ ବଡ ସମସ୍ୟା ହେଲା ଲିଂଗଗତ ବ୍ୟବଧାନ । ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ସଂଖ୍ୟା । ପ୍ରତି ୧୦୦୦ ପୁରୁଷ ଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୫୦ରୁ କମ । ଏବେ ବିବାହ କରିବାକୁ ପୁଅମାନଙ୍କୁ ଝିଅ ମିଳିବା ବି କଷ୍ଟକର ହୋଇପଡ଼ିଲାଣି । ନିଜ ମନପସନ୍ଦର ଜୀବନସାଥୀଟିଏ ଖୋଜି ଖୋଜି ଅନେକ ପୁଅ ଅବିବାହିତ …

ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଯୁବକ Read More »