ସାପର ଜୋତା ପିନ୍ଧି ଚାଲିଲେ ଯୁବତୀ, ଯିଏ ଦେଖିଲା ସେ ଚିଲେଇଲା

ଏବେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଏକ ଭିଡିଓ ଘୂରି ବୁଲୁଛି । ଯେଉଁଥିରେ ସେ ବହୁତ ଅଜବ ଜୋତା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଜୋତା ଏପରି ତିଆରି ହୋଇଛି ତାକୁ ଯିଏ ଦେଖୁଛି ସେ ଚିତ୍କାର କରୁଛି । ଏହି ଜୋତା ହେଉଛି କୋବ୍ରା ହୁଡ୍ ଷ୍ଟାଇଲ ଜୋତା । ଭାଇରାଲ ଭିଡିଓକୁ ନେଇ କିଛି ୟୁଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି ଜୋତା ପିନ୍ଧିଥିବା ଯୁବତୀଙ୍କ ଉପରେ ୟୁଜରମାନେ ବିରକ୍ତଭାବ …

ସାପର ଜୋତା ପିନ୍ଧି ଚାଲିଲେ ଯୁବତୀ, ଯିଏ ଦେଖିଲା ସେ ଚିଲେଇଲା Read More »