କଟକ ତାରକସିକୁ ଜିଆଇ ଟ୍ୟାଗ୍: ଐତିହ୍ୟ, ପରିଚୟ, ସ୍ୱତନ୍ତ୍ରତାକୁ ସ୍ୱୀକୃତି
କଟକ: କଟକର ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ । ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ୱତନ୍ତ୍ରତା ପ୍ରମାଣ କରୁଛି । ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର ଅନ୍ୟ ସାହି ପୁରୁଷାନୁକ୍ରମେ ତାରକସି …
କଟକ ତାରକସିକୁ ଜିଆଇ ଟ୍ୟାଗ୍: ଐତିହ୍ୟ, ପରିଚୟ, ସ୍ୱତନ୍ତ୍ରତାକୁ ସ୍ୱୀକୃତି Read More »