ବିମାନ ଦ୍ୱାରରେ ଠିଆ ହେଲେ ଜର୍ମାନ୍ ରାଷ୍ଟ୍ରପତି, ପାଛୋଟି ନେବାକୁ କେହି ଆସିଲେନି

ନୂଆଦିଲ୍ଲୀ: ବିମାନ ଦ୍ୱାରରେ ଅପେକ୍ଷା କଲେ । ତାହା ପୁଣି ୧୦ କି ୨୦ ମିନିଟ୍ ନୁହେଁ ପୂରା ଅଧଘଣ୍ଟା ଧରି ହାତ ଜାକି ଠିଆ ହୋଇ ରହିଲେ । ହେଲେ କେହି ଆସିଲେନି କି ସ୍ୱାଗତ କଲେନି । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର ଷ୍ଟାଇନ୍‌ମାୟରଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି । ଯାହାକୁ ଦେଖି ଲୋକେ ନାପସନ୍ଦ କରିଛନ୍ତି । ଅଧଘଣ୍ଟା ଛିଡ଼ା …

ବିମାନ ଦ୍ୱାରରେ ଠିଆ ହେଲେ ଜର୍ମାନ୍ ରାଷ୍ଟ୍ରପତି, ପାଛୋଟି ନେବାକୁ କେହି ଆସିଲେନି Read More »