ଦୀର୍ଘଦିନ ରହିଲେ ମଧ୍ୟ ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି । ବାସ୍ତବରେ ଆମ ଦେଶରେ ପ୍ରତ୍ୟେକ ଧର୍ମର ଲୋକ ବସବାସ କରନ୍ତି । ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି । ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ । ଏହି ଧର୍ମରେ ପ୍ରକୃତିକୁ ବହୁତ ଗୁରୁତ୍ୱ ଦିଆଯାଏ । ପୂଜାରେ ୫ଟି ଉପାଦାନକୁ ବହୁତ ଗୁରୁତ୍ୱ ଦିଆଯାଏ । ହିନ୍ଦୁଧର୍ମ ଉପାସନା ବିଷୟରେ କହିବାକୁ ଗଲେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ୍ୱ …

ଦୀର୍ଘଦିନ ରହିଲେ ମଧ୍ୟ ନଷ୍ଟ ହୁଏ ନାହିଁ ଗଙ୍ଗାଜଳ Read More »