Food Distribution

poornami bhoi, anganwadi didi, kalahandi district, junagarh block bankapalash, corona awareness, thermal screening machine, thermometer, medical checkups, odisha cm naveen patnaik, Odisha, rising odisha

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ ଓ ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି …

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି Read More »

bibhuti sahu, talcher, social worker, anugul, dhenkanal, oxygen cylinder free, food distribution free, covid second wave, rising odisha

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି । ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ …

ବିିରଳ ବ୍ୟକ୍ତିତ୍ୱ ବିଭୂତି Read More »

aditya padhi, odisha cuttack boy, bengaluru techie, young industrialist, software company, food distribution, osygen cylinder, odia peoples in bangalore, odias in bengaluru, bengaluru north k r puram, coronavirus lockdown, corona pandemic, prabasi sramik, rising odisha

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା

ମାନବ ସେବା ହିଁ ମାଧବ ସେବା । ପ୍ରତ୍ୟେକଟି ମଣିଷର ଆତ୍ମାରେ ସେଇ ପରମାତ୍ମା ବିଦ୍ୟମାନ ଅଛନ୍ତି । ଅସହାୟଙ୍କୁ ସହାୟତା କରିବା ହେଉଛି ପ୍ରକୃତ ମଣିଷ ପଣିଆ । ମହତ୍ ଚିନ୍ତାଧାରା ନେଇ କରୋନାର ମହାମାରୀ ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢ଼ୀ । କୌଣସି ସାମାଜିକ ସଂଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା …

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା Read More »

bapun, bapun bhai, sushant kumar das, police constable mayurbhanj, one time health care solution bapun,

ସବୁଠି ଖୋଜା ପଡ଼ନ୍ତି ବାପୁନ

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ ।  ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ୍ । ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁ ଜିଲ୍ଲା କରୋନା ଭଳି ମହାମାରୀରେ ବି …

ସବୁଠି ଖୋଜା ପଡ଼ନ୍ତି ବାପୁନ Read More »

BJYD, biju yuva janata dal, biju yuva bahini, selfless service, mask distribution by biju yuva janata dal, relief distrbution, funeral of dead bodies

ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ

କରୋନା କାଳରେ ଲୋକଙ୍କ ସହ ସବୁବେଳେ ‘ବିଜୁ ଯୁବ ଜନତା ଦଳ’ ଭୁବନେଶ୍ୱର: କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ସଂକ୍ରମଣର ଭୟ ଲକଡାଉନ୍ ଆଣିଛି । ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପାଖରେ ଲକଡାଉନ୍ ଛଡା ଅନ୍ୟ ଉପାୟ ନଥିଲା । କାରଣ ଲକଡାଉନ୍ ହିଁ ସଂକ୍ରମଣ ଚେନରେ ବ୍ରେକ୍ କରିପାରେ । ତେବେ ଏହା ମଧ୍ୟ ସତେ ଯେ, ଲକଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ରୋଜଗାର ହରାଇଥିବା …

ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ Read More »

RSS
Follow by Email
Scroll to Top
Close Bitnami banner
Bitnami