ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ
ନୂଆଦିଲ୍ଲୀ: ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ରାମଲଲାଙ୍କୁ ଦର୍ଶନ କରିବା ପାଇଁ ତିନି ଦିନ ହେଲାଣି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି । ସେହିପରି ଜଣେ ମୁସଲମାନ ଯୁବତୀ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ୧୪୦୦ …