ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିଥିବା ପୁନମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମୁମ୍ବାଇ: ନିଜ ମୃତ୍ୟୁ ସଂକ୍ରାନ୍ତ ମିଥ୍ୟା ଖବର ପ୍ରସାର କରି ଫସିଲେ ମଡେଲ୍ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ । ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଶନିବାର ମହାରାଷ୍ଟ୍ର ବିଧାନ ପରିଷଦ୍‌ର ସଦସ୍ୟ ସତ୍ୟଜିତ ତାମ୍ବେ ଦାବି କରିଛନ୍ତି । ସେ କହିଛନ୍ତି, ନିଜସ୍ୱ ପ୍ରଚାର ବା ନାଁ ପାଇଁ ଏଭଳି କାର୍ଯ୍ୟ ବା କୌଶଳ ଅବଲମ୍ବନ କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟାନ୍ତସ୍ୱରୂପ ପାଣ୍ଡେଙ୍କ ନାଁରେ ମାମଲା ରୁଜୁ କରାଯିବା …

ମିଥ୍ୟା ମୃତ୍ୟୁ ଖବର ପ୍ରସାର କରିଥିବା ପୁନମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି Read More »