୨୦ ବର୍ଷ ତଳର ସ୍ମୃତି ବଖାଣିଲେ ମାର୍କ ଜୁକରବର୍ଗ

୨୦୦୪ ଫେବ୍ରୁଆରି ୪ ତାରିଖରେ ହାଭାର୍ଡ ବିଶ୍ୱବିଦ୍ୟାଳୟର ଦଳେ ଛାତ୍ର ଆରମ୍ଭ କରିଥିଲେ ସାମାଜିକ ଗଣମାଧ୍ୟମ ‘ଫେସବୁକ୍‌’ । ଧୀରେ ଧୀରେ ତାହା ବିଶ୍ୱବ୍ୟାପୀ ଆଦୃତ ହୋଇ ଅନ୍ୟତମ ବୃହତ୍ତମ ସାମାଜିକ ଗଣମାଧ୍ୟମ ଭାବେ ମାନ୍ୟତା ଲାଭ କରିଛି । ଇତିମଧ୍ୟରେ ଏହା ୨୦ ବର୍ଷ ପୂରଣ କରିଛି । ଏହାର କୋଡ଼ିଏ ବର୍ଷ ପୂର୍ତ୍ତି ଅବସରରେ ଏହାର ପ୍ରତିଷ୍ଠାତା ସିଇଓ ମାର୍କ ଜୁକରବର୍ଗ ନିଜର ସେହି ପ୍ରାରମ୍ଭିକ ଉଦ୍ୟମକୁ ମନେ ପକାଇଛନ୍ତି । ଗତ ରବିବାର …

୨୦ ବର୍ଷ ତଳର ସ୍ମୃତି ବଖାଣିଲେ ମାର୍କ ଜୁକରବର୍ଗ Read More »