ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ : ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି । ଆଗକୁ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଯୋଜନା ରହିଛି । ଟ୍ରେନରୁ ସାଧାରଣ ବଗି ହଟିଲେ ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେବେ …

ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା Read More »