ହେମନ୍ତ ସୋରେନ୍ଙ୍କ ବିରୋଧରେ ଇଡିର ଚାର୍ଜସିଟ୍ ଦାଖଲ
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଓ ହେରଫେର କରିଥିବା ଅଭିଯୋଗ ଆଣିଛି ଇଡି । ଚାର୍ଜସିଟରେ ହେମନ୍ତ ସୋରେନ୍, ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦ ଏବଂ ଅନ୍ୟ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ନାମ ରହିଛି । ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମି ମାଲିକାନା ପରିବର୍ତ୍ତନ କରିଥିବା ଅଭିଯୋଗରେ …