ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌: ଖର୍ଚ୍ଚ ହେବ ୧୦ ହଜାର କୋଟି

ନୂଆଦିଲ୍ଳୀ: ଏଥର ପ୍ରତି ୧୫ ବର୍ଷରେ ବଦଳିବ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନ୍ ବା ଇଭିଏମ । ଏଥିଲାଗି ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା । ଭାରତର ନିର୍ବାଚନ କମିସନ୍ କେନ୍ଦ୍ର ସରକାରଙ୍କୁ ଏହା ଜଣାଇଛନ୍ତି । ଦେଶବ୍ୟାପୀ ଏକ ସମୟରେ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଆୟୋଜନ ଲାଗି ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହାଉପରେ ବିଚାରବିମର୍ଶ ଲାଗି ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି । ତେବେ …

ପ୍ରତି ୧୫ ବର୍ଷରେ ବଦଳିବ ଇଭିଏମ୍‌: ଖର୍ଚ୍ଚ ହେବ ୧୦ ହଜାର କୋଟି Read More »