ଓଡ଼ିଶା ସରକାରଙ୍କ ଜନକୈନ୍ଦ୍ରିକ ବିକାଶକୁ ମିଳିତ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର : ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଖାଦ୍ୟ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ମିଲେଟ ମିଶନ, ‘୫-ଟି’ ଉପକ୍ରମ ଆଦି ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶୋମ୍ବି ଶାର୍ପ । ଓଡ଼ିଶା ଗସ୍ତରେ ଆସିଥିବା ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ସାର୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ …

ଓଡ଼ିଶା ସରକାରଙ୍କ ଜନକୈନ୍ଦ୍ରିକ ବିକାଶକୁ ମିଳିତ ଜାତିସଂଘର ପ୍ରଶଂସା Read More »