dharmendra pradhan news

ଆଚରଣ ବିଧି ଉଲ୍ଲଂଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ୟ ବିଜେପିର ଅଭ୍ୟାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଚାଲିଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ । …

ଆଚରଣ ବିଧି ଉଲ୍ଲଂଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି Read More »

 ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବୁର୍ଲାରେ ଅନୁଷ୍ଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କନ୍‌ଭେନସନରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ବିଏସ୍‌କେୱାଇ ପରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟର ସାଧାରଣ ଲୋକଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ …

 ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ Read More »

୧୦ ବର୍ଷରେ ନିଜ ଅଞ୍ଚଳର ବିକାଶ କରିନାହାନ୍ତି ଧର୍ମେନ୍ଦ୍ର : ବିଜେଡି

ଭୁବନେଶ୍ୱର : ବିଏସ୍‌କେୱାଇ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଏସକେୱାଇ ଉପକାରିତା ଅଟକାଇବାକୁ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି । ସାରା ଦେଶରେ ବିଏସକେୱାଇ ସର୍ବଶ୍ରେଷ୍ଠ ଯୋଜନା ବୋଲି ସମସ୍ତେ ଜାଣନ୍ତି । ଏହି ପ୍ରକାର ଯୋଜନା ଆଣିବାରେ ଓଡ଼ିଶା ଏକମାତ୍ର ରାଜ୍ୟ । ବିଏସକେୱାଇ ମାଧ୍ୟମରେ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା …

୧୦ ବର୍ଷରେ ନିଜ ଅଞ୍ଚଳର ବିକାଶ କରିନାହାନ୍ତି ଧର୍ମେନ୍ଦ୍ର : ବିଜେଡି Read More »

ୟୁଟ୍ୟୁବର୍ କାମିୟା ଜାନି ବିବାଦରେ ପଦାକୁ ଆସିଲା ମୁକୁଙ୍କ ଆତ୍ମଘାତୀ କାରନାମା

ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦେଶର କଲଚରାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ପୁରସ୍କୃତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା ବି କରିଛନ୍ତି । କିନ୍ତୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଦଳୀୟ ଅନୁଗାମୀ କ୍ୟାମ୍ପ୍ ଜାତୀୟ ସ୍ତରରେ ନିଜ ଦଳର ସରକାରଙ୍କ ଏଭଳି କାର୍ଯ୍ୟରେ ଧୂଳି ଚଢ଼ାଇ ଦେଇଛନ୍ତି ଖାସ୍ ନିଜ ରାଜନୀତିକ କାଟତିକୁ ବଂଚାଇ ରଖିବା ପାଇଁ । ଆମେ କହୁଛୁ, ଦେଶର ଜଣାଶୁଣା ଖାଦ୍ୟ, ପର୍ଯ୍ୟଟନ, ଐତିହ୍ୟ, …

ୟୁଟ୍ୟୁବର୍ କାମିୟା ଜାନି ବିବାଦରେ ପଦାକୁ ଆସିଲା ମୁକୁଙ୍କ ଆତ୍ମଘାତୀ କାରନାମା Read More »

ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମୁକୁ ଭାଇ ଯେଉଁଠାରୁ ବି ଲଢ଼ିବେ, ଦଳ ବାହାର କଥା ଛାଡ଼ନ୍ତୁ, ଆଗ ତାଙ୍କ ଗୋଛି କାଟିବ ବିଜେପିର ସାଂଗଠନିକ ରିମୋର୍ଟ କଣ୍ଟ୍ରୋଲ ନିଜ ପାଖରେ ରଖିଥିବା ସ୍ୱୟଂ ସେବକ ସଂଘର ଏକ ପ୍ରଭାବଶାଳୀ ଗୋଷ୍ଠୀ । କେନ୍ଦ୍ର ମନ୍ତ୍ରୀ ତଥା ଏକଦା ରାଜ୍ୟ ବିଜେପିର ପୋଷ୍ଟର ବୟ ଗଣାହେଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ସଂଘ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ଶିଖର ଛୁଇଁଥିବା ଖାସ୍ ପଦ୍ମ ଗାଡ଼ିଆର ଏକ ଭିତିରି ସୂତ୍ର କହୁଛି । …

ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା Read More »

RSS
Follow by Email
Scroll to Top
Close Bitnami banner
Bitnami