ପାକିସ୍ତାନରେ ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ: ‘ଅଣ୍ଡରୱାର୍ଲଡ୍ ଡନ୍’ ଦାଉଦ୍ ଇବ୍ରାହିମ୍ଙ୍କୁ ପାକିସ୍ତାନରେ ଦିଆଯାଇଛି ବିଷ । ଏବେ ସେ କରାଚୀର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ, ଏପର୍ଯ୍ୟନ୍ତ ଏ ଖବରକୁ ପାକିସ୍ତାନ ଔପଚାରିକ ଭାବେ ସୁନିଶ୍ଚିତ କରିନାହିଁ । ଡାକ୍ତରଖାନାରେ ଦାଉଦ୍ଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ତାଙ୍କର କେହି ଜଣେ ଘନିଷ୍ଠ ବ୍ୟକ୍ତି ବିଷ ଦେବା କାରଣରୁ ଦାଉଦ୍ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି । ଯେଉଁ ମହଲାରେ ଅଛନ୍ତି ଦାଉଦ୍, ସେଠାକୁ କାହାକୁ ଛଡ଼ା ଯାଉନାହିଁ …
ପାକିସ୍ତାନରେ ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି Read More »