ଆଶ୍ଚର୍ଯ୍ୟଜନକ ବୃକ୍ଷ ‘ଟେରୋକାର୍ପସ ଆଙ୍ଗୋଲେନ୍ସିସ୍’
ଦକ୍ଷିଣ ଆଫ୍ରିକାରେ ବଣୁଆ ଶାଗୁଆନ ବା ରକ୍ତକାଠ ନାମକ ଏକ ପ୍ରଜାତିର ଗଛ ରହିଛି, ଯାହାକୁ କାଟିଲେ ସେଥିରୁ ରକ୍ତ ପରି ନାଲି ରଙ୍ଗର ରସ ଝରିଥାଏ । ଦକ୍ଷିଣ ଆଫ୍ରିକା ବ୍ୟତୀତ ଆଙ୍ଗୋଲା, ମୋଜାମ୍ବିକ୍, ନାମ୍ବିଆ ଓ ତାଞ୍ଜାନିଆ ଆଦି ରାଷ୍ଟ୍ରରେ ଦେଖାଯାଉଥିବା ଏହି ବୃକ୍ଷର ବୈଜ୍ଞାନିକ ନାମ ହେଉଛି ଟେରୋକାର୍ପସ ଆଙ୍ଗୋଲେନ୍ସିସ୍ । ରଙ୍ଗ ଭାବେ କରନ୍ତି ବ୍ୟବହାର ଆଫ୍ରିକାର କ୍ରାନ୍ତୀୟ ଅଞ୍ଚଳରେ ଖୁବ୍ ଲୋକପ୍ରିୟ ଥିବା ଏହି ଗଛକୁ ଲୋକେ ଉଚ୍ଚମାନର କାଷ୍ଠ …