ଅପରାଧୀଙ୍କୁ ପୂଜା: ମନସ୍କାମନା ପୂରଣ ପାଇଁ ଚଢାଯାଏ ମଦ

ନୂଆଦିଲ୍ଲୀ : ସାଧାରଣତଃ ଲୋକେ ଅପରାଧୀଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଏମିତି କି ଅପରାଧୀମାନେ ଘଟାଇଥିବା ଅପରାଧ ବେଳେବେଳେ ଏତେ ଘୃଣ୍ୟ ହୋଇଥାଏ ଯେ, କୌଣସି ବି ବ୍ୟକ୍ତି ସେମାନଙ୍କ ପ୍ରତି ସହାନୁଭୂତି ଦେଖାନ୍ତି ନାହିଁ । ଏପରିିସ୍ଥିତିରେ ଅଭିଭାବକମାନେ ନିଜ ପିଲାଙ୍କୁ ଅପରାଧ ଓ ଅପରାଧୀଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ସେମାନଙ୍କ ଭିତରେ ଭୟ ଥାଏ ଯେ, ଅପରାଧୀଙ୍କ ପ୍ରଭାବରେ ହୁଏତ ପିଲାମାନେ କିଛି ଭୁଲ କରି ବସିପାରନ୍ତି । ମୋଟ …

ଅପରାଧୀଙ୍କୁ ପୂଜା: ମନସ୍କାମନା ପୂରଣ ପାଇଁ ଚଢାଯାଏ ମଦ Read More »