Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?
କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲଙ୍କ ଅନୁସାରେ ଦେଶରେ ବୁଧବାର ଠାବ କରାଯାଇଥିବା ଦୁଇ ମାମଲା କର୍ଣ୍ଣାଟକରୁ ଆସିଛି । ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା …
Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ? Read More »