‘କବରଖାନା’ ରେ ବିବାହ କଲେ ଯୁବକଯୁବତୀ

ପ୍ୟାରିସ , ଦିନଥିଲା ଲୋକେ ଘରେ ବିବାହ ଉତ୍ସବର ଆୟୋଜନ କରୁଥିଲେ । ହେଲେ ଆଜିକାଲି ସମସ୍ତେ ମଣ୍ଡପ ନଚେତ ହୋଟେଲ ବା ‘ଡେଷ୍ଟିନେଶନ ୱେଡିଂ’ କରିବାକୁ ପସନ୍ଦ କରୁଛନ୍ତି । ହେଲେ କିଛି ଯୋଡ଼ି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛି ନିଅନ୍ତି ଯାହାକୁ ଦେଖି ଭୟରେ ଅତିଥିଙ୍କ ଲୋମ ଟାଙ୍କୁରି ଉଠେ । ସେଭଳି ଏକ ଡେଷ୍ଟିନେଶନ ୱେଡିଂ ଏବେ ଚର୍ଚ୍ଚାରେ । ହାଡ଼ ଏବଂ ମୁଣ୍ଡର ଗଦା …

‘କବରଖାନା’ ରେ ବିବାହ କଲେ ଯୁବକଯୁବତୀ Read More »