୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା

ନୂଆଦିଲ୍ଲୀ : ଏଣିକି ୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ୍ ଦେବା ମନା । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ ପିଲାମାନଙ୍କ ପାଇଁ କଫ ସିରପକୁ ବ୍ୟାନ କରିଛନ୍ତି । କଫ ସିରପ ଯୋଗୁଁ ବିଶ୍ୱସ୍ତରରେ ୧୪୧ ପିଲାଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି । ନିୟାମକ ସଂସ୍ଥା ଶିଶୁମାନଙ୍କ ପାଇଁ କଫ ସିରଫକୁ ବ୍ୟବହାର ନ କରିବାକୁ କହିଛି । ଚାରି ବର୍ଷରୁ କମ୍ ପିଲାମାନଙ୍କଠାରେ ଥଣ୍ଡାକୁ ରୋକିବା …

୪ ବର୍ଷରୁ କମ ବୟସ୍କ ପିଲାଙ୍କୁ କଫ ସିରପ ମନା Read More »