ନେପାଳରେ ‘ଓମ୍‌’ ଶବ୍ଦକୁ ନେଇ ପାଲା, ଡିକ୍ସନାରୀରୁ ହଟାଇବାକୁ ଚାହୁଁଛନ୍ତି ସରକାର

ରାଜନୀତିରେ ନିଜକୁ ଅଧିକ ଧର୍ମ ନିରପେକ୍ଷ ବୋଲି ଦେଖାଇ ହେବାକୁ ଯାଇ ନେପାଳ ସରକାର ସେଠାକାର ହିନ୍ଦୁଙ୍କ ଧର୍ମୀୟ ଭାବନା ସହିତ ଖେଳୁଛନ୍ତି ।ଏଥିପାଇଁ ସରକାରୀ ଡିକ୍ସନାରୀରୁ ‘ଓମ୍‌’ଶବ୍ଦ ହଟାଇବାକୁ ସରକାର ଷଡ଼ଯନ୍ତ୍ର କରିଥିଲେ ବୋଲି ଖୋଦ ମେଣ୍ଟ ସରକାରରେ ସାମିଲ ଥିବା ନେପାଳୀ କଂଗ୍ରେସ ଅଭିଯୋଗ ଆଣିଛି । ଏମିତିକି ନେପାଳ କଂଗ୍ରେସ ଏନେଇ ସରକାରଙ୍କୁ ଖୋଲାଖୋଲି ଧମକ ଦେଇ କହିଛି ଯେ, ଆମେ ଏଭଳି ହେବାକୁ ଦେବୁ ନାହିଁ । ସରକାର ଖ୍ରୀଷ୍ଟିଆନ୍ ମିଶନାରୀଙ୍କ …

ନେପାଳରେ ‘ଓମ୍‌’ ଶବ୍ଦକୁ ନେଇ ପାଲା, ଡିକ୍ସନାରୀରୁ ହଟାଇବାକୁ ଚାହୁଁଛନ୍ତି ସରକାର Read More »