congerss leader rahul gandhi

ବିଜେପି ଦ୍ୱାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ଶୁକ୍ରବାର ବାଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ବିଜେପି ଦ୍ୱାରା ଦାୟର ହୋଇଥିବା ଏକ ମାନହାନୀ ଏକ ମାମଲାର ଫଇସଲା କରି ଜାମିନ ପ୍ରଦାନ କରିଛି । ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଆଜି ଏକ ମାମଲାରେ ରାହୁଲଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । ବିଜେପି ବିରୋଧରେ ଅପମାନଜନକ ବିଜ୍ଞାପନ ଦେଇଥିଲେ ରାହୁଲ ଗତ ବର୍ଷ …

ବିଜେପି ଦ୍ୱାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌ Read More »

କଂଗ୍ରେସକୁ ନୂଆ ଜୀବନ ଦେଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସକୁ ନୂଆ ଜୀବନ ଦେଲେ ଭାଇ-ଭଉଣୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସକୁ ଦେଇଛନ୍ତି ନୂଆ ଜୀବନ । ଉଭୟଙ୍କ ସୁଚିନ୍ତିତ ରଣନୀତି ଏବଂ ମାରାଥନ ପ୍ରଚାର ପାଇଁ କଂଗ୍ରେସ ଚଳିତ ନିର୍ବାଚନରେ କମାଲ କରିଛି । କଂଗ୍ରେସ ଚଳିତ ନିର୍ବାଚନରେ ୯୯ ଆସନରେ ଜିତିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା , ନ୍ୟାୟ ଯାତ୍ରା ଓ ପ୍ରିୟଙ୍କା ନିର୍ବାଚନ ନ ଲଢ଼ି …

କଂଗ୍ରେସକୁ ନୂଆ ଜୀବନ ଦେଲେ ରାହୁଲ-ପ୍ରିୟଙ୍କା Read More »

ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଏବରେଲୀରୁ ଲଢିବେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ । ସେପଟେ ଅମେଠୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ନେତା କିଶୋରୀଲାଲ ଶର୍ମା । ଏ ନେଇ ଆଜି ଏଆଇସିସି ପକ୍ଷରୁ ଟିକେଟ ଘୋଷଣା ହୋଇଛି । ଆଜି ରାୟବରେଲୀ ଓ ଅମେଠୀ ଆସନ ନାମାଙ୍କନର ଶେଷ ଦିନ ରହିଛି । ଅମେଠୀରୁ ଲଢୁଥିବା କେ. ଏଲ ଶର୍ମା ଗାନ୍ଧୀ ପରିବାରର ନିକଟତର କୁହାଯାଉଛି । ଅମେଠୀରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ …

ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ Read More »

 ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ଜେ ପି ନଡ୍ଡା , ରାହୁଲ ଗାନ୍ଧି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ତାରିଖ ପାଖେଇ ଆସୁଛି । ଦିନକୁ ଦିନ ନିର୍ବାଚନୀ ପାଣିପାଗ ସରଗରମ ହେବାରେ ଲାଗିଛି । ବିଶେଷକରି ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ପ୍ରଚାରର ଶୁଭ ଶଙ୍ଖ ଫୁଙ୍କିବା ପରେ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି । ଗତ ୨୫ ତାରିଖରେ ବିଜେପିର ବରିଷ୍ଠ ନେତା ଅମିତ୍ ଶାହା ସୋନପୁରରେ ନିର୍ବାଚନ ପ୍ରଚାର କରି ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି । …

 ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ଜେ ପି ନଡ୍ଡା , ରାହୁଲ ଗାନ୍ଧି Read More »

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ ଏମ୍‌ପି ରାହୁଲ ଗାନ୍ଧୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର ରାଜ୍ୟ ପ୍ରଚାର କମିଟି ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଲୋକ …

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ Read More »

ମିଠା ଦୋକାନରେ ରାହୁଲ: କିଣିଲେ ଏକ କିଲୋ ଗୋଲାପ ଜାମୁନ

କୋଏମ୍ବାଟୁର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାରିଆନେ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଜୋରସୋରରେ ଚଳାଇଛନ୍ତି । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ନିଜର ପ୍ରଚାର ଚଳାଇଛନ୍ତି । ଶୁକ୍ରବାର ରାତିରେ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ ରାହୁଲ ସମୟ ବାହାର କରି ନିଜ ମନଫୁର୍ତ୍ତି କରିଛନ୍ତି । ରାହୁଲ ପ୍ରଚାର ସାରିବା ପରେ ହଠାତ୍ ଏକ ମିଠା ଦୋକାନ ପହଞ୍ଚିଥିଲେ । ମିଠା ଦୋକାନର ମାଲିକ ବାବୁ ରାହୁଲଙ୍କୁ ନିଜ ଦୋକାନ ଆସିବାର …

ମିଠା ଦୋକାନରେ ରାହୁଲ: କିଣିଲେ ଏକ କିଲୋ ଗୋଲାପ ଜାମୁନ Read More »

ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର

ଉମରିୟା: ଜଙ୍ଗଲରେ ରାତି କାଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଙ୍ଗଲରେ ଥିବା ଏକ ଢ଼ାବାରେ ଡିନର ବି କଲେ । ସୋମବାର ତାଙ୍କ ହେଲିକପ୍ଟର ଇନ୍ଧନ ସରିଯିବାରୁ ରାହୁଲଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା । ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ । ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ମହିଳାଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ସେ …

ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର Read More »

କଂଗ୍ରେସକୁ ବିଜେପିର ଟାର୍ଗେଟ: ‘ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର

  ନୂଆଦିଲ୍ଲୀ: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି । ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି । ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ …

କଂଗ୍ରେସକୁ ବିଜେପିର ଟାର୍ଗେଟ: ‘ୟୁଜ୍ ଆଣ୍ଡ୍ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର Read More »

ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେନି ସୋନିଆ

ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଭଳି ବିବୃତି ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କହିଥିଲେ ଯେ, ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି । ଉତ୍ତରପ୍ରଦେଶର ଭବିଷ୍ୟତ ଏବେ ଏଭଳି ପିଲାଙ୍କ ହାତରେ ରହିଛି । ରାହୁଲଙ୍କ ମନ୍ତବ୍ୟ ଶୁଣି ସ୍ମୃତି ଇରାନୀଙ୍କ କ୍ଷୋଭ ରାହୁଲଙ୍କ ଏଭଳି ମନ୍ତବ୍ୟ ଶୁଣି କେନ୍ଦ୍ରମନ୍ତ୍ରୀ ସ୍ମୃତି …

ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେନି ସୋନିଆ Read More »

ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ହାଜର ହେଲେ ରାହୁଲ

ନୂଆଦିଲ୍ଲୀ: ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଏହା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରାହୁଲଙ୍କୁ ଦେଖିବା ପାଇଁ କୋର୍ଟ ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ …

ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି କୋର୍ଟରେ ହାଜର ହେଲେ ରାହୁଲ Read More »

RSS
Follow by Email
Scroll to Top
Close Bitnami banner
Bitnami