cm naveen patnaik

 ୮ଟି ସ୍ଥାନରେ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହି ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ଶେଷ ହେବ । ସନ୍ଧ୍ୟା ସାଢେ ୬ଟାରେ ୟୁନିଟ-୬ ଗଙ୍ଗନଗର ଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଆରମ୍ଭ ହେବ । ପ୍ରାୟ ଏକ ଘଣ୍ଟା ଧରି ଚାଲିବାକୁ ଥିବା ହାଇଭୋଲଟେଜ ରୋଡ ଶୋରେ ନବୀନ …

 ୮ଟି ସ୍ଥାନରେ ଉଦ୍‌ବୋଧନ ଦେବେ ନବୀନ Read More »

 ୧୬ରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରରେ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ରୋଡ୍ ଶୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନେଇ ନିଷ୍ପତ୍ତି ହୋଇଛି । ଗଙ୍ଗନଗର ଛକରୁ ଏହି ରୋଡ଼ ଶୋ’ ବାହାରି ଏଲଆଇସି ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ …

 ୧୬ରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ମୁଖ୍ୟମନ୍ତ୍ରୀ Read More »

 ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ କରିଛନ୍ତି ଟାର୍ଗେଟ । ବିରୋଧୀ ମିଛ କଥା କହି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲିି କହିଛନ୍ତି ନବୀନ । ବିଜେପିକୁ ଟାର୍ଗେଟ କଲେ ନବୀନ ଉଦବୋଧନ ଆରମ୍ଭ କରି ରାଜ୍ୟ ସକାରଙ୍କ ବିଭିନ୍ନ ଯୋଜନାର ନାଁ ନେଇଥିଲେ ମୁଖ୍ୟମନ୍ତ୍ରୀ । …

 ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା Read More »

 ଏସଏଚଜି ମହିଳାଙ୍କ ପାଇଁ ପେନସନ ଘୋଷଣା ପରେ ଖୁସି କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସଏଚଜି ମହିଳାଙ୍କ ପାଇଁ ପେନସନ ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗରୁତ୍ୱ ଦେଇଛନ୍ତି । ଏହି ଇସ୍ତାହାରରେ ମିଶନଶକ୍ତି ମାଆମାନଙ୍କୁ ପେନସନ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ମାଆମାନଙ୍କୁ ଖୁସି ତ ବୋଲି ପଚାରି ବୁଝିଛନ୍ତି । ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ପାଇଁ ବିନା ସୁଧରେ ୧୫ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାରେ ଦେଶରେ …

 ଏସଏଚଜି ମହିଳାଙ୍କ ପାଇଁ ପେନସନ ଘୋଷଣା ପରେ ଖୁସି କି ନାହିଁ ପଚାରିଲେ ମୁଖ୍ୟମନ୍ତ୍ରୀ Read More »

 କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଗସ୍ତରେ ଆସି ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି । ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ବିଭିନ୍ନ ଯୋଜନା ଭଲ କି ବୋଲି ପଚାରିଲେ ନବୀନ ସେହିପରି ବିରୋଧୀ ଦଳ ସବୁବେଳେ ମିଛ କହୁଛନ୍ତି, ସେମାନେ କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି । ବିଏସ୍‌କେ୍‌ୱାଇ …

 କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ Read More »

ରାଜ୍ୟରେ ସରକାର ଗଠନ ପାଇଁ ଦିନରେ ସ୍ୱପ୍ନ ଦେଖୁଛି ବିଜେପି: ନବୀନ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପିକୁ କଟାକ୍ଷ କଲେ ନବୀନ ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ …

ରାଜ୍ୟରେ ସରକାର ଗଠନ ପାଇଁ ଦିନରେ ସ୍ୱପ୍ନ ଦେଖୁଛି ବିଜେପି: ନବୀନ Read More »

ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ : ପାଣ୍ଡିଆନ

ଭୁବନେଶ୍ୱର : ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ସୋନପୁର ଜିଲ୍ଲାରେ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି । ବୌଦ୍ଧରେ ସମବେତ ବିପୁଳ ଜନସମାବେଶକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ୱାସ କରନ୍ତି । ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ୱାସ କରନ୍ତୁ । ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି । …

ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ : ପାଣ୍ଡିଆନ Read More »

 ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର : ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ । କୋରାପୁଟ ଲୋକସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ବିଶାଳ ଜନସଭାରେ ଉଦ୍‌ବୋଧନ ଦେବେ ପ୍ରଥମେ …

 ଦକ୍ଷିଣ ଓଡ଼ିଶାରେ ନବୀନଙ୍କ ମାରାଥନ ପ୍ରଚାର Read More »

 ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର: ହିଂଜିଳି ପରେ କଣ୍ଟାବାଞ୍ଜିରେ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜର ଦ୍ୱିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ନବୀନ । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର …

 ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ନବୀନ Read More »

odisha mo parivar, cm naveen patnaik, odisha govt, mo sarkar. naveen odisha, cmo odisha, odia blog, rising odisha

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୭୨ବର୍ଷୀୟା ବାସିନ୍ଦା ନିସାରନ ବିବି ହୃଦ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ସନ୍ସାଇନ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚାଲିଥିଲା। ଦୁର୍ଭାଗ୍ୟବଶତଃ, …

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର Read More »

RSS
Follow by Email
Scroll to Top
Close Bitnami banner
Bitnami