cm nabin pattnaik

ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ

ଭୁବନେଶ୍ୱର: ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର । ମୁଁ ସେମାନଙ୍କ ସେବା କରି ଆସୁଛି । ସୁଖରେ ଦୁଃଖରେ ମୁଁ ସବୁବେଳେ ସେମାନଙ୍କ ସାଥୀରେ ଅଛି । ତେଣୁ ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ହିଁ ଦେବେ । ଏପରି କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବାତ୍ୟାରେ ସବୁବେଳେ …

ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ Read More »

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ସ୍ଥିତି କ’ଣ ତାହା ଓଡ଼ିଶା ବାସୀ ଭଲକରି ଜାଣିଛନ୍ତି । ତୃତୀୟ ପର୍ଯ୍ୟାୟ ନିିର୍ବାଚନ ପରେ ଲୋକଙ୍କ ଆଶିର୍ବାଦରେ ବିଜେଡ଼ି ବହୁମତ ପାଇ ସାରିଛି । ବିଜେଡ଼ି ସୁଇପ କରିବ ଓ ୯୦-୯୫ ଷ୍ଟାଇକ ରେଟ୍ ହେବ । ଯାଜପୁର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ମଧ୍ୟ ବିଜେଡି ବହୁତ ଭଲ କରିବ । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଉପରେ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଯେ, …

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଓଡ଼ିଶାବାସୀ ଦେବେ Read More »

ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର : ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା । ଶୁକ୍ରବାର ୩ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଛି । ଏହି ବୈଠକରେ ତିନି ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନେ ସାମିଲ ହୋଇଛନ୍ତି । ବରଗଡ ପର୍ଯ୍ୟବେକ୍ଷକ ସୁଧିର ସାମଲ ଓ କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ …

ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା Read More »

ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ର ସମୀକ୍ଷା, ବ୍ରହ୍ମପୁର ଓ ଆସିକା ସମୀକ୍ଷା ଶେଷ

ଭୁବନେଶ୍ୱର: ନବୀନ ନିବାସରେ ଆଜି ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି । ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ …

ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ର ସମୀକ୍ଷା, ବ୍ରହ୍ମପୁର ଓ ଆସିକା ସମୀକ୍ଷା ଶେଷ Read More »

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ

ନୂଆଦିଲ୍ଲୀ: ଆସୋସିଏଶନ ଫର ଡେମୋକ୍ରାଟିକ ରିଫମର (ଏଡିଆର) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି । ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀ ଅଛନ୍ତି । ତାଙ୍କର ମୋଟ ତ୍ତ୍‌ି ୫୧୦ କୋଟିରୁ ବି ଉର୍ଦ୍ଧ୍ୱ । ଏହାପରେ ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି …

ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ Read More »

ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କ୍ରିକେଟର ତଥା ଭାରତୀୟ କ୍ରିକେଟ ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ । ରବି ଶାସ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ରାଜ୍ୟରେ …

ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ କଲେ ଆଲୋଚନା Read More »

ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି

ଚଣ୍ଡିଖୋଲ : ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଯାହା ପାଇଁ …

ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି Read More »

୨୪ ବର୍ଷର ଶାସନ ପୂରଣ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପୁରିଲା ୨୪ ବର୍ଷ । ରୌପ୍ୟ ଜୟନ୍ତୀ ବର୍ଷରେ ଓଡ଼ିଶାର ନବୀନ ସରକାର । ୨ ହଜାର ମସିହା ମାର୍ଚ୍ଚ ୫ ତାରଖରେ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଆଉ ତା ପରଠୁ ଅପରାଜେୟ ଭାବେ ରାଜନୀତିର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି ବିଜୁ ପୁତ୍ର । କ୍ରମାଗତ ଭାବେ ୫ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟବାସୀଙ୍କୁ ଦେଉଛନ୍ତି ସୁଶାସନ । ୧୯୯୭ …

୨୪ ବର୍ଷର ଶାସନ ପୂରଣ କଲେ ନବୀନ Read More »

ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

ଭୁବନେଶ୍ୱର: ନିର୍ବାଚନ ଘୋଷଣା ପୂର୍ବରୁ ଫଳାଫଳ ଆକଳନ ନେଇ ବିଜେଡି କଷିଛି ୨୪ ଫଳାଫଳ ଗଣିତ । ଦଖଲ କରିବ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ । ରୂପାନ୍ତରଣ ସାଜିବ ବଡ଼ଅସ୍ତ୍ର । ନବୀନଙ୍କ ହାତରେ ରହିବ ଶାସନ ଡୋରୀ । ଲଗାତର ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ କରିବେ ରେକର୍ଡ । ଏପରି ବଡ଼ ବିଜୟ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ସବୁ କ୍ଷେତ୍ରର ରୂପାନ୍ତରଣରେ ଦେଶ ପାଇଁ ରୋଲ୍ …

ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି Read More »

‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ନବୀନଙ୍କ କାମରେ ଲୋକେ ବେଶ୍ ସନ୍ତୁଷ୍ଟ ସଦ୍ୟ ସର୍ଭେ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟର ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ୍ ୩୭୬୦ଜଣଙ୍କ ମତ …

‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Read More »

RSS
Follow by Email
Scroll to Top
Close Bitnami banner
Bitnami