China

rahul gandhi, night club, nepal, kathmandu, china ambassador, girl, odia blog, rising odisha

ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ?

ରାହୁଲ ଗାନ୍ଧିଙ୍କ ନେପାଳ ଭ୍ରମଣ ଦେଶରେ ରାଜନୈତିକ ବିବାଦ ସୃଷ୍ଟି କରିଛି । ରାହୁଲ ମଝିରେ ମଝିରେ ଦେଶ ବାହାରକୁ ବୁଲିଯିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଥର ନେପାଳର ନାଇଟ୍ କ୍ଲବରୁ ଭାଇରାଲ ହୋଇଥିବା ଭିଡିଓ ବିଜେପିକୁ ଗୋଟିଏ ଭାଇରାଲ ଅସ୍ତ୍ର ଦେଇଛି । ନାଇଟ୍ କ୍ଲବ୍ ଭିଡିଓରେ ରାହୁଲଙ୍କୁ ଯେଉଁ ଯୁବତୀଙ୍କ ସହିତ ଦେଖିବାକୁ ମିଳିଛି ସେହି ଯୁବତୀ ଜଣକ ଚୀନର ଓ ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ବୋଲି …

ନାଇଟ୍ କ୍ଲବରେ ରାହୁଲଙ୍କ ସହ ଥିବା ଝିଅ କିଏ ? ଚୀନ ସହିତ ତାଙ୍କ ଲିଙ୍କ୍ କ’ଣ ? Read More »

china, australia, taiwan, china australia war

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା

ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆ ମଧ୍ୟ ଚୀନ ସହିତ ଉତ୍ତେଜନା ବୃଦ୍ଧି ଖବରକୁ ସ୍ୱୀକାର କରିଛି । ଅଷ୍ଟ୍ରେଲିଆ ଆଶଙ୍କା କରୁଛି ଯେ, ଏହି ଉତ୍ତେଜନା ପରବର୍ତ୍ତି ପରିସ୍ଥିତିରେ ଯୁଦ୍ଧର ରୂପ ନେଇ ପାରେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ସହିତ ଅକ୍ସ ଡିଲ୍ କରିଥିବା ଆମେରିକା ହଜାର ହଜାର ସଂଖ୍ୟାରେ ସୈନିକ, ଭୂପୃଷ୍ଠରୁ ଆକାଶକୁ ପ୍ରକ୍ଷେପିତ ହେଉଥିବା କ୍ଷେପଣାସ୍ତ୍ର, ତୋପ, ରକେଟ୍ …

ଅଷ୍ଟ୍ରେଲିଆକୁ ଆକ୍ରମଣ କରିବ ଚୀନ୍ ? ଆମେରିକାର ସମରସଜ୍ଜା Read More »

russia china, nuclear submarine, Indian navy, russia can give nuclear submarine to china, India russia relations, rising odisha

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ

ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସହିତ ମିଶି ‘ଅକ୍ସ’ ସାମରିକ ମେଣ୍ଟ୍ କରିଛି । ଆମେରିକା ଏବେ ଅଷ୍ଟ୍ରେଲିଆକୁ ପରମାଣୁ ବୁଡ଼ାଜାହଜ ଓ କ୍ରୁଇଜ୍ ମିଶାଇଲ ଦେବାକୁ ଯାଉଛି । ଅନ୍ୟପକ୍ଷରେ ବ୍ରିଟେନ୍ ପରମାଣୁ ଅସ୍ତ୍ରରେ ସଜ୍ଜିତ ନିଜ ପରମାଣୁ ବୁଡ଼ାଜାହଜକୁ ଅଷ୍ଟ୍ରେଲିଆରେ ମୁତ୍ତୟନ କରିବାକୁ ଯାଉଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ଅଛି । ଏହାରି ଭିତରେ ଖବର …

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ Read More »

tibet, china, tibetan family, china tibet, india china border, doklam chumbi valley, rising odisha

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍

ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବାର ସ୍ୱପ୍ନ ଦେଖୁଥିବା ଚୀନ୍ ଏବେ ଏଥିପାଇଁ ନିଜ ନାଗରିକଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହିଁ । ଡ୍ରାଗନ ଏବେ ତିବ୍ବତର ନାଗରିକଙ୍କୁ ବଳପୂର୍ବକ ସେନାରେ ସାମିଲ କରୁଛି । କମ୍ୟୁନିଷ୍ଟ ସରକାର ଏବେ ନୂଆ ଫର୍ମାନ ଜାରି କରିଛି । ଏହି ଫର୍ମାନ ଅନୁସାରେ ପ୍ରତିଘରୁ ଜଣେ ସେନାରେ ସାମିଲ ହେବାକୁ ବାଧ୍ୟ । ଏକ ଗୁପ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୧୮ରୁ …

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍ Read More »

China, Japan, chinese army, china navy, one child policy in china, chinese army low confidence, Indian army, rising odisha

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ?

ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ । ଏମିତି ଦାବି କରିଛି ଜାପାନ । ଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ …

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ? Read More »

china, pakistan, war, pakistan china, tanks, agreements, rising odisha

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା

ଚୀନ ଓ ପାକିସ୍ତାନ, ସବୁ ପାଗର ବନ୍ଧୁ । ଏକଥା ଚୀନ ନେତାଙ୍କ ମୁହଁରୁ କମ ପାକିସ୍ତାନୀ ନେତାଙ୍କ ମୁହଁରୁ ଅଧିକ ଶୁଣିବାକୁ ମିଳିଥାଏ । ଏବେ କିନ୍ତୁ ସେଇ ଦୁଇ ସବୁ ପାଗର ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଛୋଟିଆ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଛି । ପାକିସ୍ତାନର ଅଭିଯୋଗ ଯେ, ଚୀନ ସେମାନଙ୍କ ଟ୍ୟାଙ୍କକୁ ଖରାପ କରିଦେଇଛି । ଚୀନ ଭାଇଙ୍କ ଉତ୍ତର ହେଉଛି ପାକିସ୍ତାନୀ ବେସି ମୁଲଚାଲ କରୁଛନ୍ତି । ଦୁଇ ସବୁ …

ପାକିସ୍ତାନୀ ଟ୍ୟାଙ୍କକୁ ଖରାପ କରିଦେଲା ଚୀନ୍ ? ଦୁଇ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡା Read More »

China cyber attack, PLA-SSF, DCA, defense cyber agency India, USA, recorded future, USA cyber security company, xi jinping, china carrying out cyber attacks, rising odisha

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର

ଭାରତ ସମେତ ଦୁନିଆର ଅନେକ ଦେଶର ସେନା ଏବେ ସାଇବର ଆଟାକକୁ ନେଇ ସତର୍କ ଅଛନ୍ତି । ଭାରତ ନିଜର ସୁରକ୍ଷା ପାଇଁ ଡିଫେନ୍ସ ସାଇବର ଏଜେନ୍ସି (ଡିସିଏ) ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆମେରିକା ଭଳି ଦେଶ ପାଖରେ ସାଇବର ଆଟାକ ପ୍ରତିହତ କରିବା ପାଇଁ ଆଗରୁ ଗୋଟିଏ ସାଇବର ଆର୍ମି ରହିଛି ।ଆମେରିକାର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏବେ ଏହି ଗୁମର ଉପରୁ ପରଦା ହଟାଇଛି ଯେ, ଚୀନ କେମିତି ସାଇବର …

ଚୀନ କେମିତି ଦୁନିଆ ଉପରେ କରେ ସାଇବର ଆକ୍ରମଣ ? ଆମେରିକା ଖୋଲିଲା ଗୁମର Read More »

India, taliban, china, china taliban, china foreign minister, afghanistan, taliban china together, against India, islamic terrorism, rising odisha

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ

ଆଫଗାନିସ୍ତାନକୁ ଏକ ପ୍ରକାର ନିଜ କବଜାକୁ ନେଇ ସାରିଥିବା ତାଲିବାନ ଏବେ ଚୀନକୁ ନିଜର ଭରସାଯୋଗ୍ୟ ବନ୍ଧୁ ବୋଲି କହିଛି । ତାଲିବାନର ପ୍ରତିନିଧି ମଣ୍ଡଳୀ ବେଜିଂର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଚୀନ୍ ଅଧିକାରୀଙ୍କ ସହିତ ତାଲିବାନୀ ନେତାଙ୍କ ଫଟୋ ନିଶ୍ଚିତ ରୂପେ ଭାରତୀୟ ସୁରକ୍ଷା ଏଜେନ୍ସୀଙ୍କ ଚିନ୍ତା ବଢାଇ ଦେଇଥିବ । ବୁଧବାର ଦିନ ଅଚାନକ ତାଲିବାନର ଗୋଟିଏ ପ୍ରତିନଧି ମଣ୍ଡଳୀ ବେଜିଂରେ ପହଂଚିଥିଲା । ତାଲିବାନର ସହ …

ତାଲିବାନ-ଚୀନ୍ ପ୍ରେମ, ଚିନ୍ତାରେ ଭାରତ Read More »

olympic medal, gold medal, gold weighs, tokyo olympics, japan, India gold medalists, gold medals, silver medals, bronze medals. rising odisha

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର

ଟୋକିଓ ଅଲମ୍ପିକ୍ସର ଆରମ୍ଭ ହୋଇ ସାରିଛି । ଅନେକ ଖେଳରେ ଭାରତୀୟ ଖେଳାଳୀ ଅଂଶ ଗ୍ରହଣ କରୁଛନ୍ତି । ଏପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ରୌପ୍ୟ ପଦକ ଆସିଛି । ଅଲମ୍ପିକ୍ ଖେଳ ବେଳେ ଆମ ନଜର ସାଧାରଣତଃ ପଦକ ତାଲିକା ଉପରେ ଥାଏ । ଆମେରିକା, ଚୀନ୍ ଓ ଋଷ ଭଳି ଦେଶ ପଦକ ତାଲିକା ଉପରେ କବଜା ଜମେଇ ରଖୁଥିବା ବେଳେ ଭାରତ ଭଳି ଦେଶଙ୍କ ପାଇଁ ପଦକ ମରୁଡି ପଡିଥାଏ । ସବୁ …

ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକରେ କେତେ ସୁନା ଥାଏ ? ଜାଣନ୍ତୁ ଉତ୍ତର Read More »

pegasus, spyware pegasus, hybrid war, hybrid warfare, cyber attack, India, rising odisha

ହାଇବ୍ରିଡ୍ ଯୁଦ୍ଧ କ’ଣ ?

ପେଗାସାସ ମଧ୍ୟ ହାଇବ୍ରିଡ୍ ଯୁଦ୍ଧର ଏକ ଅସ୍ତ୍ର, ଜାଣନ୍ତୁ କେମିତି ମାଉସ ଓ କି’ବୋର୍ଡରେ ଲଢାଯାଏ ଯୁଦ୍ଧ ଆମେରିକା ଓ ଅନ୍ୟ ଦେଶଙ୍କ ସରକାରୀ ତଥା ଘରୋଇ କମ୍ପାନୀଙ୍କ ଉପରେ ହୋଇଥିବା ରେମସୱେୟାର ଆକ୍ରମଣ ପରଠାରୁ ୱାଂସିଟନ ଓ ମସ୍କୋ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିଲାଣି । ଦୁଇ ପକ୍ଷ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ବିଶେଷଜ୍ଞ ଏହିଭଳି ସାଇବର ଆଟାକକୁ ହାଇବ୍ରିଡ୍ ୱାର ବୋଲି କହିଥାନ୍ତି । ଏହି ହାଇବ୍ରିଡ୍ …

ହାଇବ୍ରିଡ୍ ଯୁଦ୍ଧ କ’ଣ ? Read More »

RSS
Follow by Email
Scroll to Top
Close Bitnami banner
Bitnami