ଥରକେ ୧୬୦ ରାଗୁଆ ଲଙ୍କା ଖାଇ ରେକର୍ଡ
ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଏଥିଲାଗି ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ । ଆଉ ରେକର୍ଡ କରିବା ନିଶାରେ ଲୋକେ କେତେ କ’ଣ ଅଜବ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ମେଲବର୍ଣ୍ଣରେ ରହୁଥିବା ଜଣେ ବ୍ୟକ୍ତି ଏପରି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । ସେ ଏକାଥରକେ ୧୬୦ଟି ରାଗୁଆ ଲଙ୍କା ଖାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ରାଗୁଆ ଲଙ୍କା ଖାଇବା ପିଲାବେଳୁ ପସନ୍ଦ …