ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ହେଉଛି ବିଜୟୀ

ହରିଆଣା: ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । କେହି ଘରେ କୁୁକୁର,ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ,ମଇଁଷି ରଖିବାକୁ ଭଲ ପାଆନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ଲୋକେ ଗାଈ, ମଇଁଷି ପାଳିବା ଦ୍ୱାରା ଅନେକ ଲାଭବାନ ହୋଇଥାନ୍ତିି । କାରଣ କ୍ଷୀର, ଦହି, ଛେନା ଓ ଘିଅ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । …

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ହେଉଛି ବିଜୟୀ Read More »