ସ୍ୱାସ୍ଥ୍ୟ ବିଭାଗର ସୂଚନା, ଓଡ଼ିଶାରେ ଚାଲୁ ରହିଛି ବିଏସକେୱାଇ

ଭୁବନେଶ୍ୱର: ଏବେ ବି ଓଡ଼ିଶାରେ ବିଏସକେୱାଇ କାର୍ଡ଼ ଚାଲୁ ରହିଛି । ବିଏସକେୱାଇ କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ବିଏସକେୱାଇ ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ରହିଛି ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଚିକିତ୍ସା …

ସ୍ୱାସ୍ଥ୍ୟ ବିଭାଗର ସୂଚନା, ଓଡ଼ିଶାରେ ଚାଲୁ ରହିଛି ବିଏସକେୱାଇ Read More »