ସଜେଇ ହୋଇ ବାଇକ୍‌ରେ ମଣ୍ଡପ ଆସିଲେ କନ୍ୟା

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ କନ୍ୟା ବେଶରେ ସଜ୍ଜେଇ ହୋଇ ନିଜେ ବାଇକ୍ ଚଢି ମଣ୍ଡପରେ ପହଞ୍ଚିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ …

ସଜେଇ ହୋଇ ବାଇକ୍‌ରେ ମଣ୍ଡପ ଆସିଲେ କନ୍ୟା Read More »