ଅନୀଲ-ବୋନିଙ୍କ ମଧ୍ୟରେ ହୋଇଛି ବଡ଼ ଧରଣର ଝଗଡ଼ା

ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତିସମ୍ପନ୍ନ ପ୍ରଡ୍ୟୁସର ବୋନି କପୁର ଓ ତାଙ୍କ ସାନ ଭାଇ ଅଭିନେତା ଅନିଲ କପୁରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିବା ଚର୍ଚ୍ଚା ହେଉଛି । କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବି ନାହିଁ । ଏହାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇଛି । ଏନେଇ ଖୋଦ୍ ବୋନି କପୁର ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି । ବୋନି କହିଛନ୍ତି ଅନିଲ …

ଅନୀଲ-ବୋନିଙ୍କ ମଧ୍ୟରେ ହୋଇଛି ବଡ଼ ଧରଣର ଝଗଡ଼ା Read More »