ମଙ୍ଗଳସୂତ୍ର ପିନ୍ଧିଲେ ମଞ୍ଚରେ ସାହସ ବଢେ

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍‌ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି’ ଏବଂ ‘ମାଏରୀ’ ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ । କାରଣଟି ହେଲା ନିଜ ଗଳାରେ ସେ ସବୁବେଳେ ପିନ୍ଧିଥାନ୍ତି ମଙ୍ଗଳସୂତ୍ର । ମଙ୍ଗଳସୂତ୍ର …

ମଙ୍ଗଳସୂତ୍ର ପିନ୍ଧିଲେ ମଞ୍ଚରେ ସାହସ ବଢେ Read More »