ଇଣ୍ଡିଆନ୍ ପୋଲିସ ଫୋର୍ସରେ ଡ଼େବ୍ୟୁ କଲେ ଶିଳ୍ପା

ମୁମ୍ବାଇ: ନିଜର ସୁନ୍ଦରତା ଓ ଫିଟ୍‌ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ଓଟିଟିରେ ଡ଼େବ୍ୟୁ କରି ସାରିଥିବା ବେଳେ ଏବେ ଶିଳ୍ପା ଓଟିଟିରେ ଡେବ୍ୟୁ କରିଛନ୍ତି । ନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି …

ଇଣ୍ଡିଆନ୍ ପୋଲିସ ଫୋର୍ସରେ ଡ଼େବ୍ୟୁ କଲେ ଶିଳ୍ପା Read More »