ବିବାହର ୫ ବର୍ଷ ପରେ ମାଆ ହେବେ ଦୀପିକା
ମୁମ୍ବାଇ : ବିବାହର ଦୀର୍ଘ ୫ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହି ଗୁଡ଼୍ନ୍ୟୁଜ୍ ନିଜେ ଦୀପିକା ଓ ରଣବୀର ସିଂ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ କହିଛନ୍ତି ସେମାନେ ଖୁବ୍ଶୀଘ୍ର ତାଙ୍କ ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବେ । ଏହି ଖବର ପାଇବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସି ଦେଖାଦେବା ସହ ଶୁଭେଚ୍ଛା ଜଣାଇଛନ୍ତି । ବିଏଏଫଟିଏ ପୁରସ୍କାର ଶୋ’ରେ ଦୃଶ୍ୟମାନ ହେଉଥିଲା …