ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ରଣବୀର

ମୁମ୍ବାଇ: ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ବଲିଉଡ଼ ଅଭିନେତା ରଣବୀର ସିଂ । ଏହି ମୁହୂର୍ତ୍ତକୁ ରଣବୀର ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ପରିବାର ସହିତ ସମୟ କାଟିବା ପାଇଁ ରଣବୀର ଏକବର୍ଷ ପାଇଁ ବିରତି ନେବାର ଯୋଜନା କରୁଛନ୍ତି । ବଲିଉଡ଼ର କ୍ୟୁଟ୍‌କପଲ ଭିତରେ ରହିଛନ୍ତି ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ । ଖୁବଅଳ୍ପ ଦିନ ମଧ୍ୟରେ ତାଙ୍କ ଘରକୁ ନୂଆ ଅତିଥିଙ୍କ ଆଗମନ ହେବ । ବର୍ତ୍ତମାନ …

ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ରଣବୀର Read More »