ଡିସ୍ଚାର୍ଜ ହେଲେ ମିଥୁନ; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦିି
ମୁମ୍ବାଇ: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୧୦ ତାରିଖରେ କୋଲକତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ସୋମବାର ଅପରାହ୍ନରେ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତିି । ଏବେ ତାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି । କିଛି ଦିନ ଘରେ ବିଶ୍ରାମ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ଖୁବ୍ଶୀଘ୍ର ସୁଟିଂ ଆରମ୍ଭ କରିବି ଡ଼ିସ୍ଚାର୍ଜ ହେବା ପରେ ମିଥୁନ୍ କହିଛନ୍ତି ଯେ, ପ୍ରକୃତରେ କୌଣସି ଅସୁବିଧା …
ଡିସ୍ଚାର୍ଜ ହେଲେ ମିଥୁନ; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦିି Read More »