ଗଭୀର ସମୁଦ୍ରରେ ମିଳିଲା ୪ ହଜାର ବର୍ଷ ପୁରୁଣା କଳାସୁନାର ସନ୍ଧାନ

ରୋମ୍‌: ଓଡ଼ିଆରେ କୁହାଯାଏ ଯେ, ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଗଲେ । ସକରାତ୍ମକ ଢ଼ଙ୍ଗରେ ଭାବିଲେ ଏମିତି ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ଯାହା ଏବେ ସାରା ବିଶ୍ୱରେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚାରେ ଅଛି । ଗଭୀର ସମୁଦ୍ରରେ ଡୁବିଥିବା ଏକ ଜାହାଜର ଭଗ୍ନାବଶେଷ ଖୋଜୁ ଖୋଜୁ ଏମିତି ଘଟଣା ସାମ୍ନାକୁ ଆସିଛି । ୧୩୦ ଫୁଟ ତଳେ ସମୁଦ୍ର ଗୁମ୍ଫାରେ ଥିଲା ଏହି କଳାସୁନା ସୂଚନା ଅନୁସାରେ ଇଟାଲି ନିକଟସ୍ଥର ଗଭୀର …

ଗଭୀର ସମୁଦ୍ରରେ ମିଳିଲା ୪ ହଜାର ବର୍ଷ ପୁରୁଣା କଳାସୁନାର ସନ୍ଧାନ Read More »