ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ
ରାହୁଲ ବଜାଜ । ଭାରତୀୟ ଶିଳ୍ପ ଜଗତର ଏମିତି ଗୋଟିଏ ନାଁ ଯାହାକୁ ସମ୍ମାନର ସହ ନିଆଯାଏ । ୧୯୩୮ ମସିହରେ ଜନ୍ମ । ୨୦୨୨ରେ ତିରୋଧାନ । ଏହି ୮୨ ବର୍ଷର ପରିବର୍ତ୍ତନାର ସାକ୍ଷୀଥିଲେ ରାହୁଲ ବଜାଜ । ରାହୁଲ ଥିଲେ ଜନ୍ମଜାତ ବିଦ୍ରୋହୀ । ସେ ନିଜେ ଏଇକଥା ଗର୍ବର ସହ ଥରେ କହିଥିଲେ । କହିଥିଲେ ଯେ, ମୁଁ ଜନ୍ମରୁ ସତ୍ତା ବିରୋଧୀ । ତେଣିକି କ୍ଷମତାରେ ଯିଏ ଥାଉନା କାହିଁକି । …
ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ Read More »